অর্থ : କାହାରିକୁ ପଠାଇବାପାଇଁ ପ୍ରବୃତ୍ତ କରିବା
উদাহরণ :
ମାଆ ଛାତ୍ରାବାସରେ ରହୁଥିବା ଝିଅ ପାଖକୁ ମୁନ୍ସୀଙ୍କ ହାତରେ ଟଙ୍କା ପଠାଇଲେ
সমার্থক : ପ୍ରେରଣ କରିବା
অন্যান্য ভাষায় অনুবাদ :
অর্থ : କୌଣସି ବସ୍ତୁ, ବ୍ୟକ୍ତିଆଦିକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପଠେଇବା
উদাহরণ :
ରାମ ଅଙ୍ଗଦକୁ ଦୂତ ଭାବରେ ରାବଣ ପାଖକୁ ପଠାଇଥିଲେ ମୁଁ ଏକ ପତ୍ର ପଠାଇଛି
অন্যান্য ভাষায় অনুবাদ :
कोई वस्तु, व्यक्ति आदि को एक स्थान से दूसरे स्थान के लिए रवाना करना या बात आदि किसी के माध्यम से पहुँचवाना या कहलवाना।
राम ने दूत के रूप में अंगद को रावण के पास भेजा।