অর্থ : ଦକ୍ଷିଣ ଭାରତରେ ମିଳୁଥିବା ଯେଉଁ ଗଛଟି ଔଷଧ ତିଆରି କାମରେ ଆସେ
উদাহরণ :
ସର୍ଦ୍ଦିହେଲେ ପଞ୍ଜୀରୀର ପତ୍ର ଓ କାଣ୍ଡର କ୍ୱାଥ୍ ବହୁତ ଉପଯୋଗୀ ହୁଏ
সমার্থক : ଇନ୍ଦୁପର୍ଣ୍ଣୀ
অন্যান্য ভাষায় অনুবাদ :
दक्षिण भारत में होनेवाला एक पौधा जो दवा के काम में आता है।
जुकाम में पंजीरी की पत्तियों और डंठलों का काढ़ा उपयोगी होता है।অর্থ : ଗହମ ବା ଧଣିଆକୁ ପେଷି ତା ସହିତ ଘିଅ ତଥା ଚିନି ମିଶାଇ ତିଆରି କରାଯାଉଥିବା ଖାଦ୍ୟ ପଦାର୍ଥ
উদাহরণ :
ସତ୍ୟନାରାୟଣ ପୂଜା ପରେ ଲୋକଙ୍କ ମଧ୍ୟରେ ପଞ୍ଜୀରୀ ବଣ୍ଟାଗଲା
অন্যান্য ভাষায় অনুবাদ :