অর্থ : ଯେଉଁ ବ୍ୟକ୍ତିର ଗୋଟିଏ ଗୋଡ଼ ବେକାର ହୋଇଯାଇଛି ବା ଭାଙ୍ଗିଯାଇଛି
উদাহরণ :
ଛୋଟାଟି ବାଡ଼ିକୁ ଆଶ୍ରାକରି ଚାଲୁଥିଲା
অন্যান্য ভাষায় অনুবাদ :
Someone who is unable to walk normally because of an injury or disability to the legs or back.
crippleঅর্থ : ଯେଉଁ ବ୍ୟକ୍ତିର ହାତ ବା ଗୋଡ଼ ବିକୃତ ହୋଇଛି
উদাহরণ :
ସର୍କସରେ ପଙ୍ଗୁର କୌଶଳ ଦେଖି ଦର୍ଶକମାନେ ଚକିତ ହେଲେ
সমার্থক : ଅକର୍ମଣ୍ୟ
অন্যান্য ভাষায় অনুবাদ :
वह जिसके हाथ या पैर में विकृति हो।
सरकस में लुंजों का कारनामा देखकर दर्शक हैरान थे।অর্থ : ଯେଉଁ ସାଧୁ ଭିକ୍ଷାବୃତ୍ତି,ମଳମୂତ୍ରୋତ୍ସର୍ଗ ବା ଅନ୍ୟ କାମପାଇଁ ଦିନତମାମ ଏକ ଯୋଜନରୁ ଅଧିକ ଦୂର ଯାଆନ୍ତି ନାହିଁ
উদাহরণ :
ଜଣେ ପଙ୍ଗୁ ଓସ୍ତ ଗଛ ମୂଳରେ ବିଶ୍ରାମ କରୁଛନ୍ତି
অন্যান্য ভাষায় অনুবাদ :
অর্থ : ଯାହାର ହାତ ବା ଗୋଡ଼ ବିକୃତ ହୋଇଥାଏ
উদাহরণ :
ଏହି ପ୍ରତିଯୋଗିତାରେ କେବଳ ଶାରିରୀକ ଅକ୍ଷମ ବ୍ୟକ୍ତିମାନେ ହିଁ ଭାଗ ନେଇପାରିବେ
সমার্থক : ଅକର୍ମଣ୍ୟ, ଶାରିରୀକ ଅକ୍ଷମ
অন্যান্য ভাষায় অনুবাদ :
जिसके हाथ या पैर में विकृति हो।
इस प्रयोगिता में केवल लुंज व्यक्ति ही भाग ले सकता है।অর্থ : ଯାହାର କୌଣସି ଅଙ୍ଗ ନାହିଁ
উদাহরণ :
ରେଳରେ ଗୋଟିଏ ଗୋଡ଼ କଟିଯିବାରୁ ଶ୍ୟାମ ପଙ୍ଗୁ ହେଇଗଲା
সমার্থক : ଅଙ୍ଗହୀନ
অর্থ : ଯାହାର ଗୋଟିଏ ପାଦ ଅକାମୀ ହୋଇଯାଇଛି ବା ଭାଙ୍ଗିଯାଇଛି
উদাহরণ :
ଲେଙ୍ଗଡ଼ା ବ୍ୟକ୍ତିଟି ଆଶାବାଡ଼ି ସାହାଯ୍ୟରେ ଚାଲିବାକୁ ଚେଷ୍ଟା କରୁଛି
সমার্থক : ଲେଙ୍ଗଡ଼ା
অন্যান্য ভাষায় অনুবাদ :