অর্থ : ଝଗଡା କରୁଥିବା ବା ମକଦ୍ଦମା ଲଢୁଥିବା ଦଳ ବା ପକ୍ଷମାନଙ୍କ ମଧ୍ୟରୁ ପ୍ରତ୍ୟେକ
উদাহরণ :
ସେ ବି ସେହି ମକଦ୍ଦମାରେ ପକ୍ଷ ଥିଲେ
অন্যান্য ভাষায় অনুবাদ :
झगड़ा करने या मुकदमा लड़ने वाले दलों या पक्षों में से प्रत्येक।
ये भी उस मुकदमे में एक पक्षकार थे।অর্থ : କୌଣସି ବିଷୟରେ ଦୁଇ ବା ଅଧିକ ପରସ୍ପର ବିରୋଧୀ ତତ୍ତ୍ୱ, ସିଦ୍ଧାନ୍ତ ଅଥବା ଦଳରୁ କୌଣସି ଗୋଟିଏ
উদাহরণ :
ଆପଣ କେଉଁ ପକ୍ଷରେ ଅଛନ୍ତି?
অন্যান্য ভাষায় অনুবাদ :
किसी विषय के दो या अधिक परस्पर विरोधी तत्वों, सिद्धांतों अथवा दलों में से कोई एक।
आप किस पक्ष में हैं?An aspect of something (as contrasted with some other implied aspect).
He was on the heavy side.অর্থ : ପକ୍ଷୀମାନଙ୍କ ବାହାର ଆବରଣକୁ ତିଆରି କରିଥିବା ହାଲୁକା ତଥା ଜଳ ନିରୋଧକ ସଂରଚନା
উদাহরণ :
ପ୍ରଭୁ କୃଷ୍ଣ୍ନ ନିଜ ମୁଣ୍ଡରେ ମୟୂର ପକ୍ଷ ଧାରଣ କରୁଥିଲେ
অন্যান্য ভাষায় অনুবাদ :
অর্থ : କୌଣସି ବିଶେଷ ମତ ଉପରେ ସମର୍ଥନ କରୁଥିବା ଲୋକଙ୍କ ସମାହାର
উদাহরণ :
ଆପଣ କେଉଁ ଦଳର ?
অন্যান্য ভাষায় অনুবাদ :
অর্থ : ଔଚିତ୍ୟ ବା ନ୍ୟାୟ ବିଚାର ଛାଡ଼ିକରି କୌଣସି ଗୋଟିଏ ପକ୍ଷର ଅନୁରୂପ ହେବା ପ୍ରବୃତ୍ତି ବା ସହାନୁଭୂତି ଏବଂ ସେହି ପକ୍ଷକୁ ସମର୍ଥନ କରିବା ପ୍ରକ୍ରିୟା ବା ଭାବ
উদাহরণ :
ଆମକୁ ପକ୍ଷପାତର ଉର୍ଦ୍ଧ୍ୱକୁଯାଇ ସର୍ବକଲ୍ୟାଣାର୍ଥେ କାର୍ଯ୍ୟ କରିବା ଉଚିତ
অন্যান্য ভাষায় অনুবাদ :
অর্থ : ସେନାର କୌଣସି ପକ୍ଷ (ବାମ ବା ଡାହାଣ)
উদাহরণ :
ଭାରତୀୟ ସେନା ପ୍ରଥମେ ଶତ୍ରୁସୈନ୍ୟଙ୍କ ଦକ୍ଷିଣ ଦିଗରୁ ଆକ୍ରମଣ କଲେ
সমার্থক : ଦିଗ
অন্যান্য ভাষায় অনুবাদ :
অর্থ : ଚଢ଼େଇ ଏବଂ କିଛି କୀଟଙ୍କର ଏକ ଅଙ୍ଗ ଯାହା ଉଡ଼ିବାରେ ସହାୟକ
উদাহরণ :
ଶିକାରୀ ଖଣ୍ଡାରେ ପକ୍ଷୀର ଦୁଇଟି ଯାକ ଡେଣା କାଟିଦେଲା
অন্যান্য ভাষায় অনুবাদ :
A movable organ for flying (one of a pair).
wingঅর্থ : ଯେଉଁ କଥାକୁ କେହି ପ୍ରମାଣ କରିବାକୁ ଚାହେଁ ବା ଯାହାର ଆଉ କାହା ସହିତ ବିରୋଧ ହୁଏ ବା ହୋଇପାରେ
উদাহরণ :
ଆପଣ ପ୍ରଥମେ ଆପଣଙ୍କର ପକ୍ଷ ଜଜଙ୍କ ସାମ୍ନାରେ ରଖନ୍ତୁ
অন্যান্য ভাষায় অনুবাদ :
वह बात जिसे कोई सिद्ध करना चाहता हो तथा जिसका किसी ओर से विरोध होता या हो सकता हो।
आप पहले अपना पक्ष जज के सामने रखिए।অর্থ : ଚାନ୍ଦ୍ରମାସର ପନ୍ଦର ପନ୍ଦର ଦିନର ଦୁଇ ବିଭାଗ ମଧ୍ୟରୁ କୌଣସି ଏକ ଭାଗ
উদাহরণ :
ଭଗବାନ କୃଷ୍ଣଙ୍କ ଜନ୍ମ କୃଷ୍ଣ ପକ୍ଷର ଅଷ୍ଟମୀରେ ହୋଇଥିଲା
সমার্থক : ପଖ
অন্যান্য ভাষায় অনুবাদ :
অর্থ : କୌଣସି କଥା, କାମ ଆଦିର ସମର୍ଥନ
উদাহরণ :
ମୁଁ ଏହି କାମକରିବାର ପକ୍ଷରେ ନୁହେଁ
অন্যান্য ভাষায় অনুবাদ :
অর্থ : କୌଣସି ବସ୍ତୁ ବିଷୟରେ ଥିବା ବିଭିନ୍ନ କଥାମଧ୍ୟରୁ ଗୋଟିଏ ବିଷୟ ଯାହା ଉପରେ ଅଲଗା ଅଲଗା ବିଚାର କରିବାକୁ ପଡ଼େ
উদাহরণ :
ଭାରତୀୟ ଅର୍ଥବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବିଚାର କରିବା ଆବଶ୍ୟକ
সমার্থক : ଦିଗ
অন্যান্য ভাষায় অনুবাদ :
অর্থ : ଯେଉଁ ବ୍ୟକ୍ତି ନ୍ୟାୟାଳୟର ମୋକଦ୍ଦମାରେ ସାମିଲ୍ ଥାଆନ୍ତି
উদাহরণ :
ଆଜି ଅଦାଲତରେ ପ୍ରଥମ ପକ୍ଷ ଅନୁପସ୍ଥିତ ଥିଲେ
সমার্থক : ପାର୍ଟି
অন্যান্য ভাষায় অনুবাদ :