সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ସ୍ୱଭାବରେ ବା ଆପେ ଆପେ ହେଉଥିବା ବା ଯାହା କୃତ୍ରିମ ନୁହେଁ
উদাহরণ : ଅନ୍ୟର ଦୁଃଖ ଦେଖି ଦ୍ରବିତ ହେବା ଏକ ସ୍ୱାଭାବିକ ପ୍ରତିକ୍ରିୟା
সমার্থক : ଅକୃତିମ, ପ୍ରାକୃତ, ପ୍ରାକୃତିକ, ସହଜ, ସାଧାରଣ, ସ୍ୱାଭାବିକ
অন্যান্য ভাষায় অনুবাদ :हिन्दी
स्वभाव से या आप-से-आप होनेवाला या जो बनावटी न हो।
অর্থ : ଯାହା ପ୍ରକୃତି ସମ୍ବନ୍ଧୀୟ ବା ପ୍ରକୃତିର
উদাহরণ : ଭୂମିକମ୍ପ ଏକ ପ୍ରାକୃତିକ ଘଟଣା
সমার্থক : ଅକୃତିମ, ପ୍ରାକୃତିକ
जो प्रकृति संबंधी हो या प्रकृति का।
ইনস্টল