অর্থ : ଯେ ରାଜନୀତି କ୍ଷେତ୍ରରେ ନେତୃତ୍ୱ ନିଅନ୍ତି
উদাহরণ :
ସଂସଦର ଗାରିମାକୁ ବଜାୟ ରଖିବା ନେତାମାନଙ୍କର କାର୍ଯ୍ୟ
সমার্থক : ରାଜନେତା
অন্যান্য ভাষায় অনুবাদ :
অর্থ : ସବୁଥିରେ ପ୍ରଧାନ ବା ମୁଖ୍ୟ ବିଚାର କରାଯାଉଥିବା ବ୍ୟକ୍ତି
উদাহরণ :
ମୋହନ ଏହି ସଙ୍ଗଠନର ପ୍ରଧାନବ୍ୟକ୍ତି
সমার্থক : ପ୍ରଧାନ, ପ୍ରଧାନ ବ୍ୟକ୍ତି, ମୁଖିଆ, ସରଦାର
অন্যান্য ভাষায় অনুবাদ :