অর্থ : ନିୟମର ପାଳନ
উদাহরণ :
ନିୟମ ପାଳନଦ୍ୱାରା ସମାଜରେ ସ୍ଥିରତା ରହେ ଏବଂ ସମାଜ ଉନ୍ନତ ମାର୍ଗରେ ଅଗ୍ରସର ହୋଇଥାଏ
সমার্থক : ନିଷ୍ଠା ପାଳନ, ନୀତି ନିୟମ ପାଳନ, ବିଧି ପାଳନ
অন্যান্য ভাষায় অনুবাদ :
नियमों का पालन।
नियम-पालन द्वारा समाज में स्थिरता बनी रहती है और समाज उन्नति के मार्ग पर अग्रसर होता है।