সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଏକୁଟିଆ ରହୁଥିବା ସାଧୁ
উদাহরণ : ଶୁଣିଛି ଯେ ଏହି ମୁଣ୍ଡିଆ ଉପରେ ଜଣେ ନିହଙ୍ଗ ସାଧୁ ରହୁଛନ୍ତି
সমার্থক : ନିହଂଗ, ନିହଂଗ ସାଧୁ, ନିହଙ୍ଗ ସାଧୁ
অন্যান্য ভাষায় অনুবাদ :हिन्दी
अकेला रहने वाला साधु।
অর্থ : ଶିଖମାନଙ୍କ ଏକ ସମ୍ପ୍ରଦାୟ
উদাহরণ : ଗୁରୁଚରଣ ସିଂହ ନିହଙ୍ଗର ଅନୁଗାମୀ
সমার্থক : ନିହଂଗ
सिखों का एक पंथ।
অর্থ : ନିହଙ୍ଗ ପଥ ଅନୁସରଣ କରୁଥିବା
উদাহরণ : ନିହଙ୍ଗ ସିଖ୍ମାନେ ନିଜର କର୍ତ୍ତବ୍ୟ ଦେଖେଇଲେ
निहंग पंथ को मानने वाला।
অর্থ : ଅବିବାହିତ ରହୁଥିବା ବା ସ୍ତ୍ରୀ ଆଦିଙ୍କ ସହ ସମ୍ବନ୍ଧ ରଖୁନଥିବା ସାଧୁ
উদাহরণ : ବର୍ତ୍ତମାନ ଏହିଠାରୁ ନିହାଙ୍ଗ ସାଧୁମାନଙ୍କର ଏକ ଦଳ ଗଲା
সমার্থক : ନିହଂଗ, ନିହଂଗମ, ନିହଙ୍ଗମ
अविवाहित रहने वाला या स्त्री आदि से संबंध न रखने वाला (साधु)।
ইনস্টল