অর্থ : କୌଣସି ପାପରୁ ମୁକ୍ତିପାଇବାପାଇଁ କରାଯାଉଥିବା ଧାର୍ମିକ ଉପଚାର
উদাহরণ :
ହିନ୍ଦୁମାନେ ପାପର ପ୍ରାୟଶ୍ଚିତ କରିବାପାଇଁ ଦାନ, ଧର୍ମ, ଓ ତୀର୍ଥ କରନ୍ତି
সমার্থক : ନିଷ୍କୃତି, ପ୍ରାୟଶ୍ଚିତ
অন্যান্য ভাষায় অনুবাদ :
कोई पाप करने पर उसके दोष से मुक्त होने के लिए किया जानेवाला कोई धार्मिक या अच्छा काम।
हिंदूलोग अपने पापों का प्रायश्चित करने के लिए तीर्थ,दान आदि करते हैं।The act of atoning for sin or wrongdoing (especially appeasing a deity).
atonement, expiation, propitiationঅর্থ : କୌଣସି କାର୍ଯ୍ୟ ଆଦିରୁ ରକ୍ଷାପାଇବାର ପ୍ରକ୍ରିୟା
উদাহরণ :
ସେ ମୋତେ କରରୁ ରକ୍ଷା ପାଇବାର କେତେକ ଉପାୟ ବତାଇଲେ
অন্যান্য ভাষায় অনুবাদ :
Deliberately avoiding. Keeping away from or preventing from happening.
avoidance, dodging, shunning, turning awayঅর্থ : କଷ୍ଟ ବା ବିପତ୍ତିଆଦିରୁ ବଞ୍ଚାଇବା ବା ଉଦ୍ଧାରିବା କାମ
উদাহরণ :
ଏକମାତ୍ର ଈଶ୍ୱର ହିଁ ଆମ ସମସ୍ତଙ୍କର ଉଦ୍ଧାର କରିବାବାଲା
সমার্থক : ଉଦ୍ଧାର, ତାରଣ, ମୁକ୍ତି, ରକ୍ଷା
অন্যান্য ভাষায় অনুবাদ :
Recovery or preservation from loss or danger.
Work is the deliverance of mankind.