অর্থ : କୌଣସି କାମ କରିବା ନିମନ୍ତେ ଦୁଇ ବା କେତେକ ପକ୍ଷଙ୍କ ମଧ୍ୟରେ ହେଉଥିବା ରାଜିନାମା ବା ବୁଝାମଣା
উদাহরণ :
ଦୁଇ ପକ୍ଷଙ୍କ ମଝିରେ ସର୍ତ୍ତ ହେଲା ଯେ ଜଣେ ଅନ୍ୟର ମାମଲାରେ ଦଖଲ ଦେବନାହିଁ
সমার্থক : ଅନୁବନ୍ଧ, ବୁଝାମଣା, ରାଜିନାମା, ସର୍ତ୍ତ
অন্যান্য ভাষায় অনুবাদ :
कोई काम करने के लिए दो या कई पक्षों में होने वाला, विशेषकर लिखित एवं कानून द्वारा प्रवर्तनीय ठहराव या निश्चय।
दोनों पक्षों के बीच यह अनुबंध हुआ कि वे एक दूसरे के मामले में दखल नहीं देंगे।An accommodation in which both sides make concessions.
The newly elected congressmen rejected a compromise because they considered it `business as usual'.অর্থ : ନିଷ୍ପତ୍ତି କରିବାର କ୍ରିୟା ବା ଭାବ
উদাহরণ :
ମୋ ଝଗଡ଼ାର ନିଷ୍ପତ୍ତି ହେଲା
সমার্থক : ମୀମାଂଶା
অন্যান্য ভাষায় অনুবাদ :
অর্থ : ଯୁକ୍ତିଦ୍ୱାରା କୌଣସି ବସ୍ତୁର ସ୍ଥିତି ସମ୍ପର୍କରେ ନିଶ୍ଚୟ କରିବା
উদাহরণ :
ବହୁତ ପ୍ରଯତ୍ନପରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଲୁ ଯେ ରାମ ଭଲ ଲୋକ
সমার্থক : ନିର୍ଣ୍ଣୟ, ନିଷ୍କର୍ଷ, ଫଳାଫଳ, ସିଦ୍ଧାନ୍ତ
অন্যান্য ভাষায় অনুবাদ :
A position or opinion or judgment reached after consideration.
A decision unfavorable to the opposition.