পৃষ্ঠার ঠিকানা কপি করুন টুইটারে শেয়ার করুন হোয়াটসঅ্যাপে শেয়ার করুন ফেসবুকে শেয়ার করুন
এটা গুগল প্লে তে পাবেন
ଓଡ଼ିଆ অভিধান থেকে ନିଶୁଣି শব্দের অর্থ এবং উদাহরণ সমার্থক শব্দ এবং বিপরীতশব্দ সহ।

ନିଶୁଣି   ବିଶେଷ୍ୟ

অর্থ : ଉପରକୁ ଚଢ଼ିବା ବା ଓହ୍ଲାଇବା ପାଇଁ ସ୍ଥାୟୀ ରୁପରେ ତିଆରି ହୋଇଥିବା ସେହି ସ୍ଥାନ ଯାହା ଉପରେ ଗୋଟିଏ ପରେ ଗୋଟିଏ ପାଦ ରଖିବାର ସୁବିଧା ରହିଥାଏ

উদাহরণ : ମୋ ଘରର ଶିଢ଼ି ଚକ୍ରାକାର ଶିଢ଼ିରେ ତା ପାଦ ଖସିଗଲା ଓ ସେ ତଳେ ପଡ଼ିଗଲା

সমার্থক : ଶିଡ଼ି, ଶିଢ଼ି


অন্যান্য ভাষায় অনুবাদ :

ऊपर चढ़ने या उतरने के लिए स्थिर रूप से बनाया गया वह स्थान जिस पर एक के बाद एक पैर रखने का स्थान होता है।

मेरे घर की सीढ़ियाँ घुमावदार है।
सीढ़ी पर से पैर फिसला और वह नीचे गिर पड़ी।
अधिरोहिणी, अधिश्रयणी, ज़ीना, जीना, सीढ़ी

A way of access (upward and downward) consisting of a set of steps.

staircase, stairway

অর্থ : ଗୋଟିଏ ପରେ ଗୋଟିଏ ପାଦ ରଖିବାପାଇଁ ସ୍ଥାନ ଥାଇ ଉଚ୍ଚ ସ୍ଥାନକୁ ଚଢ଼ିବା ବା ଓହ୍ଲାଇବା ନିମନ୍ତେ ଏକ ଉପକରଣ

উদাহরণ : ପକ୍କା ଘରର ଛାତ ଉପରକୁ ଚଢ଼ିବା ପାଇଁ ଶିଢ଼ି ତିଆରି ହେଉଛି

সমার্থক : ଶିଡ଼ି, ଶିଢ଼ି