অর্থ : ତିଆରି କରିବାର କାମ
উদাহরণ :
ଘରର ତିଆରି ଆରମ୍ଭ ହୋଇଛି
সমার্থক : ତିଆରି, ପ୍ରସ୍ତୁତି, ପ୍ରସ୍ତୁତିକରଣ
অন্যান্য ভাষায় অনুবাদ :
The act of constructing something.
During the construction we had to take a detour.অর্থ : ସଂସ୍ଥା ବା ମଣ୍ଡଳୀ ଆଦି ତିଆରି କରିବା କାର୍ଯ୍ୟ
উদাহরণ :
ବିଦେଶୀ ଶାସନ ସମୟରେ ଭାରତକୁ ସ୍ୱାଧୀନ କରାଇବାପାଇଁ ଅନେକ କ୍ରାନ୍ତିକାରୀ ସଂଘର ସଂସ୍ଥାପନା କରାଯାଇଥିଲା
সমার্থক : ଅଧିସ୍ଥାପନା, ଗଠନ, ସଂସ୍ଥାପନା, ସ୍ଥାପନା
অন্যান্য ভাষায় অনুবাদ :
অর্থ : ରଚନା କିମ୍ବା ତିଆରି କରିବା କ୍ରିୟା ବା ଭାବ
উদাহরণ :
ଧର୍ମଗ୍ରନ୍ଥ ଅନୁସାରେ ବ୍ରହ୍ମାଙ୍କଦ୍ୱାରା ଜଗତର ରଚନା କରାଯାଇଛି ଏହି ଭବନର ନିର୍ମାଣ କୌଶଳ ମୋଗଲଶୈଳୀ ଅନୁସାରେ ହୋଇଛି
অন্যান্য ভাষায় অনুবাদ :
रचने या बनाने की क्रिया या भाव।
धर्म ग्रन्थों के अनुसार जगत की रचना ब्रह्मा द्वारा की गई है।অর্থ : ଯାହାକୁ ଗଢ଼ାଯାଇ ଆକାର ଦିଆଯାଇଛି
উদাহরণ :
ସୀତା ବଜାରରୁ ମାଟିରେ ତିଆରି ମୂର୍ତ୍ତିଟିଏ କିଣିଲା
অন্যান্য ভাষায় অনুবাদ :
जिसे गढ़ कर कोई आकार दिया गया हो।
सीता ने बाजार से मिट्टी से गढ़ी गणेश की एक मूर्ति खरीदी।