অর্থ : ଯାହାପାଇଁ କିମ୍ବା ଯାହା ବିଷୟରେ ପ୍ରସ୍ତାବ ହୋଇଥିବା
উদাহরণ :
ଆଜିର ପ୍ରସ୍ତାବିତ ବିଷୟ ସାକ୍ଷରତା ଉପରେ ଆଧାରିତ
সমার্থক : ପ୍ରସ୍ତାବିତ
অন্যান্য ভাষায় অনুবাদ :
जिसके लिए या जिसके विषय में प्रस्ताव किया गया हो।
आज का प्रस्तावित विषय साक्षरता पर आधारित है।অর্থ : ଯାହା ନିର୍ଦ୍ଧାରଣ କରାଯାଇ ଥାଏ
উদাহরণ :
ମୁଁ ନିର୍ଦ୍ଧାରିତ ସମୟରେ ଆସି ପହଞ୍ଚିବି
সমার্থক : ନିରୂପିତ, ନିର୍ଣ୍ଣୀତ, ସିଦ୍ଧାନ୍ତକୃତ, ସ୍ଥିରୀକୃତ
অন্যান্য ভাষায় অনুবাদ :
Planned or scheduled for some certain time or times.
The scheduled meeting.অর্থ : ଯାହା ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ
উদাহরণ :
ମୁଁ ନିର୍ଦ୍ଧାରିତ ଜାଗାରେ ପହଞ୍ଚିଯିବି
সমার্থক : ଅବଧାରିତ, ଠିକ୍, ନିର୍ଦ୍ଦିଷ୍ଟ, ନିଶ୍ଚିତ
অন্যান্য ভাষায় অনুবাদ :
Characterized by certainty or security.
A tiny but assured income.