সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯେଉଁଥିରେ କିଛି ଭଲ ନାହିଁ
উদাহরণ : ମୋତେ ଆଜି ପର୍ଯ୍ୟନ୍ତ ପୂର୍ଣ୍ଣରୂପେ ନିର୍ଗୁଣ ବ୍ୟକ୍ତି ମିଳି ନାହାନ୍ତି
সমার্থক : ଅଗୁଣ, ଗୁଣରହିତ, ଗୁଣଶୂନ୍ୟ
অন্যান্য ভাষায় অনুবাদ :हिन्दी
जिसमें कोई अच्छाई न हो।
অর্থ : ରଜ, ସତ୍ତ୍ୱ ଓ ତମ ତିନି ଗୁଣରୁ ଉର୍ଦ୍ଧ୍ୱରେ
উদাহরণ : ମୁଁ ନିର୍ଗୁଣ ବ୍ରହ୍ମଙ୍କ ଉପାସକ
সমার্থক : ଅଗୁଣ
रज, सत्व और तम तीनो गुणों से परे।
ইনস্টল