অর্থ : ନ୍ୟାୟରେ ଏକ ପ୍ରକାର ନିଗ୍ରହସ୍ଥାନ
উদাহরণ :
ଏଠାରେ ନିରର୍ଥକର ସ୍ପଷ୍ଟ ଆଭାସ ମିଳୁଛି
অন্যান্য ভাষায় অনুবাদ :
অর্থ : ଉଦ୍ଦେଶ୍ୟର ଅଭାବ
উদাহরণ :
ଉଦ୍ଦେଶ୍ୟହୀନ ଜୀବନ ନିର୍ବାହ କରିବା କେଡ଼େ କଠିନ
সমার্থক : ଅକାରଣ, ଅନାବଶ୍ୟକ, ଉଦ୍ଦେଶ୍ୟହୀନ, ନିଷ୍ପ୍ରୟୋଜନ, ପ୍ରୟୋଜନହୀନ, ବ୍ୟର୍ଥ
অর্থ : ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ
উদাহরণ :
ଏହା ଆପଣଙ୍କପାଇଁ ଅନୁପଯୋଗୀ ବସ୍ତୁ ଅନୁପଯୋଗୀ କଥାରେ ସମୟ ନଷ୍ଟ କରନାହିଁ
সমার্থক : ଅକାରଣ, ଅନାବଶ୍ୟକ, ଅନୁପଯୋଗୀ, ଉପଯୋଗହୀନ, ଫାଲତୁ, ବେକାର, ବ୍ୟର୍ଥ
অন্যান্য ভাষায় অনুবাদ :
जो उपयोगी न हो या किसी उपयोग में न आए।
यह आपके लिए अनुपयोगी वस्तु है।Having no beneficial use or incapable of functioning usefully.
A kitchen full of useless gadgets.অর্থ : ଯାହାର କୌଣସି ଅର୍ଥ ନାହିଁ
উদাহরণ :
ତୁମର ଏହି ଅର୍ଥହୀନ ପ୍ରଶ୍ନପାଇଁ ମୋ ପାଖରେ କୌଣସି ଉତ୍ତର ନାହିଁ
সমার্থক : ଅନର୍ଥକ, ଅର୍ଥଶୂନ୍ୟ, ଅର୍ଥହୀନ, ବୃଥା, ସାରହୀନ
অন্যান্য ভাষায় অনুবাদ :
Having no meaning or direction or purpose.
A meaningless endeavor.অর্থ : ଯାହାର କୌଣସି ଫଳ ବା ପରିଣାମ ନାହିଁ
উদাহরণ :
ମୁଁ ତାକୁ ବୁଝେଇବାରେ ନିଷ୍ଫଳ ହେଲି
সমার্থক : ଅସିଦ୍ଧ, ନିଷ୍ଫଳ, ବିଫଳ, ବ୍ୟର୍ଥ
অন্যান্য ভাষায় অনুবাদ :
Not successful. Having failed or having an unfavorable outcome.
unsuccessful