অর্থ : ଯାହାପାଇଁ କୌଣସି ଅଙ୍କୁଶ ବା ବାଧା ନାହିଁ
উদাহরণ :
ହିଟଲର୍ ଜଣେ ନିରଙ୍କୁଶ ଶାସକ ଥିଲେ
সমার্থক : ଅପ୍ରତିଦ୍ୱନ୍ଦୀ, ଅପ୍ରତିବଦ୍ଧ, ବାଧାହୀନ, ଯଥେଚ୍ଛାଚାରୀ, ସ୍ୱଚ୍ଛନ୍ଦ
অন্যান্য ভাষায় অনুবাদ :
जिसके लिए कोई अंकुश या रुकावट न हो।
हिटलर एक निरंकुश शासक था।