অর্থ : କୌଣସି ବସ୍ତୁର ତଳ ଅଂଶ
উদাহরণ :
ଏହି କବାଟର ନିମ୍ନ ଅଂଶ ନଷ୍ଟ ହୋଇଯାଇଛି
অন্যান্য ভাষায় অনুবাদ :
অর্থ : ଯାହାର ତଳ ଠାରୁ ତା ଆଖପାଖର ତଳ ଉଚ୍ଚ ହୋଇଥାଏ ବା ଯାହା କିଛି ନିମ୍ନରେ ବା ଗହୀରରେ ହୋଇଥାଏ
উদাহরণ :
ନନ୍ଦା ଦେବୀ ଏଭରେଷ୍ଟ ଅପେକ୍ଷା ନୀଚା ଶିଖର
অন্যান্য ভাষায় অনুবাদ :
Of relatively low or level country.
lowlandঅর্থ : ଯେଉଁ ବ୍ୟକ୍ତି ଜାତି, ପଦ, ଗୁଣଆଦିରେ କମ୍
উদাহরণ :
ଉଚ୍ଚ ବର୍ଗର ଲୋକମାନେ ନିମ୍ନ ବର୍ଗର ଲୋକଙ୍କୁ ହଇରାଣ କରୁଥିଲେ
অন্যান্য ভাষায় অনুবাদ :
Of low or inferior quality.
inferior