অর্থ : ନିନ୍ଦା କରିବାବାଲା ବା ଅନ୍ୟର ଦୋଷ ଆଲୋଚନା କରିବା ବ୍ୟକ୍ତି
উদাহরণ :
କବୀର ନିନ୍ଦୁକମାନଙ୍କୁ ପାଖରେ ରଖିବାପାଇଁ ଉପଦେଶ ଦେଲେ
অন্যান্য ভাষায় অনুবাদ :
অর্থ : ମିଥ୍ୟା ଆରୋପ ବା ମିଥ୍ୟା ଅପବାଦ ଲଗାଇବା ବ୍ୟକ୍ତି
উদাহরণ :
ନିନ୍ଦୁକ ବ୍ୟକ୍ତି ମୋତେ ଦେଖିବା ମାତ୍ରେ ମୁଣ୍ଡ ନୁଆଇଁଦେଲା
সমার্থক : ଆରୋପକାରୀ, କୁତ୍ସାକାରୀ, ନିନ୍ଦାକାରୀ
অন্যান্য ভাষায় অনুবাদ :
অর্থ : ଯେ ଅନ୍ୟର ନିନ୍ଦା କରିଚାଲେ
উদাহরণ :
ନିନ୍ଦୁକ ବ୍ୟକ୍ତି ଯେ ପର୍ଯ୍ୟନ୍ତ ଆନ୍ୟର ନିନ୍ଦା କରିନଥାଏ ସେ ପର୍ଯ୍ୟନ୍ତ ତାକୁ ଶାନ୍ତି ମିଳେନାହିଁ
সমার্থক : ଅପବାଦୀ
অন্যান্য ভাষায় অনুবাদ :
অর্থ : ବଦନାମ କରୁଥିବା
উদাহরণ :
ନିନ୍ଦୁକ ବ୍ୟକ୍ତିଠାରୁ ଦୂରେଇ ରହିବା ଭଲ
সমার্থক : ଅପବାଦକାରୀ, କୁତ୍ସାକାରୀ, ନିନ୍ଦାକାରୀ
অন্যান্য ভাষায় অনুবাদ :