অর্থ : ଯେଉଁ ବ୍ୟକ୍ତିଙ୍କୁ ଖ୍ୟାତି ମିଳିଛି
উদাহরণ :
ବିଦ୍ୟାସାଗରଙ୍କୁ ନାମୀଲୋକଙ୍କ ମଧ୍ୟରେ ଗଣାଯାଏ
সমার্থক : ଖ୍ୟାତ, ଜଣାଶୁଣା, ପ୍ରସିଦ୍ଧ, ବିଖ୍ୟାତ
অন্যান্য ভাষায় অনুবাদ :
वह व्यक्ति जिसे प्रसिद्धि मिली हो।
विद्याधर की गणना नामियों में होती है।A well-known or notable person.
They studied all the great names in the history of France.অর্থ : ଯାହାଙ୍କୁ ଖ୍ୟାତି ମିଳିଛି
উদাহরণ :
ଲତା ମଙ୍ଗେଶକର ଜଣେ ପ୍ରସିଦ୍ଧ ଗାୟିକା
সমার্থক : ଆଖ୍ୟାତ, ଖ୍ୟାତ, ନାମଜାଦା, ପ୍ରଖ୍ୟାତ, ପ୍ରସିଦ୍ଧ, ବିଖ୍ୟାତ
অন্যান্য ভাষায় অনুবাদ :
जिसे ख्याति या बहुत प्रसिद्धि मिली हो।
लता मङ्गेशकर एक आख्यात गायिका हैं।Widely known and esteemed.
A famous actor.অর্থ : ଯାହାଙ୍କୁ ପ୍ରତିଷ୍ଠା ମିଳିଛି ବା ଯାହାର ପ୍ରତିଷ୍ଠା ଅଛି
উদাহরণ :
ପଣ୍ଡିତ ମହେଶ ନିଜ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି
সমার্থক : ଅଗ୍ରଗଣ୍ୟ, ଗଣମାନ୍ୟ, ଗୌରବାନ୍ୱିତ, ପ୍ରତିଷ୍ଠିତ, ମାନନୀୟ, ମାନ୍ୟ, ସମ୍ଭ୍ରାନ୍ତ, ସମ୍ମାନିତ
অন্যান্য ভাষায় অনুবাদ :
जिसे प्रतिष्ठा मिली हो या जिसकी प्रतिष्ठा हो।
पंडित महेश अपने क्षेत्र के एक प्रतिष्ठित व्यक्ति हैं।