অর্থ : ନୌକା ଚଳାଇବା କାମ କରୁଥିବା ଏକ ଜାତି
উদাহরণ :
ମନୋହର ବ୍ରାହ୍ମଣ ହୋଇ ମଧ୍ୟ ନିଜ ପୁଅର ବାହାଘର କେଉଟ ଜାତିରେ କରିଛି
সমার্থক : କେଉଟ, ମଲ୍ହା, ମଲ୍ହା ଜାତି
অন্যান্য ভাষায় অনুবাদ :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jatiঅর্থ : ନାବ ଚଳାଉଥିବା ବ୍ୟକ୍ତି
উদাহরণ :
ନାଉରିଆ ଡଙ୍ଗାକୁ ଦୃତଗତିରେ ନେଉଥିଲା
সমার্থক : ମାଝି
অন্যান্য ভাষায় অনুবাদ :