অর্থ : ରାମାୟଣରେ ବର୍ଣ୍ଣିତ ଯେଉଁ ନାଗମାତା ହନୁମାନଙ୍କୁ ସମୁଦ୍ର ପାରି କରିବା ସମୟରେ ପରୀକ୍ଷା କରିଥିଲେ
উদাহরণ :
ହନୁମାନଙ୍କୁ ପରୀକ୍ଷା କରିବାପାଇଁ ଦେବତାମାନେ ସୁରସାକୁ ପଠାଇଥିଲେ
সমার্থক : ସୁରସା
অন্যান্য ভাষায় অনুবাদ :
An imaginary being of myth or fable.
mythical beingঅর্থ : କଶ୍ୟପ ଋଷିଙ୍କ ଯେଉଁ ପତ୍ନୀ ନାଗମାନଙ୍କ ମାତା ଥିଲେ
উদাহরণ :
କଦ୍ରୁ ଦକ୍ଷ ପ୍ରଜାପତିଙ୍କ କନ୍ୟା ଓ ବିନତାଙ୍କ ଭଉଣୀ ଥିଲେ
সমার্থক : କଦ୍ରୁ
অন্যান্য ভাষায় অনুবাদ :
An imaginary being of myth or fable.
mythical being