অর্থ : ଯେଉଁ ଉପକରଣକୁ ପାତ୍ର ମୁହଁରେ ରଖିକରି କୌଣସି ତରଳ ପଦାର୍ଥ ଢଳାଯାଏ
উদাহরণ :
ତେଲ ତଳେ ଢାଳି ନହେବାପାଇଁ ସେ ଡବାମୁହଁରେ କାହାଳୀ ଲଗାଇଲା
অন্যান্য ভাষায় অনুবাদ :
A conically shaped utensil having a narrow tube at the small end. Used to channel the flow of substances into a container with a small mouth.
funnelঅর্থ : ଗୋଟିଏ ପୌରାଣିକ ଅସ୍ତ୍ର ଯାହା ବିଷୟରେ କୁହାଯାଏ ଯେ ଏହା ଆଧୁନିକ ବନ୍ଧୁକ ସହିତ ସମାନ ଥିଲା
উদাহরণ :
ନଳିକାରୁ ଗୁଳି ବା ଛୋଟଛୋଟ ତୀର ଛଡା ଯାଉଥିଲା
অন্যান্য ভাষায় অনুবাদ :
অর্থ : ନଳ ଆକୃତିର କୌଣସି ବସ୍ତୁ
উদাহরণ :
ପଶୁମାନଙ୍କୁ ରୋଗ ହେଲେ ସେମାନଙ୍କୁ ବାଉଁଶ ନଳୀରେ ଔଷଧ ପିଆଇ ଦିଆଯାଏ
অন্যান্য ভাষায় অনুবাদ :
অর্থ : ବନ୍ଧୁକର ଆଗ ପାଖ ଯାହା ମଧ୍ୟଦେଇ ଗୋଳି ବାହାରି ଥାଏ
উদাহরণ :
ଗୋଳି ଫୁଟିଲା ପରେ ନଳୀରୁ ଧୂଆଁ ବାହାରୁ ଥିଲା
সমার্থক : ବନ୍ଧୁକର ନଳୀ
অন্যান্য ভাষায় অনুবাদ :
बंदूक का वह अगला भाग जिसमें से होकर गोली निकलती है।
गोली चलने के बाद नली से धुआँ निकल रहा था।