অর্থ : ଏକ ବର୍ଣ୍ଣବୃତ୍ତ
উদাহরণ :
ନନ୍ଦନର ପ୍ରତ୍ୟେକ ଚରଣରେ କ୍ରମାନ୍ୱୟରେ ନଗଣ,ଜଗଣ,ଭଗଣ,ଜଗଣ ଓ ଦୁଇଟି ରଗଣ ଥାଏ
সমার্থক : ନଂଦନ
অন্যান্য ভাষায় অনুবাদ :
অর্থ : ପୁରୁଷ ସନ୍ତାନ
উদাহরণ :
କୃଷ୍ଣ ବସୁଦେବଙ୍କ ପୁଅ ପୁତ୍ର କୁପୁତ୍ର ହୋଇପାରେ ମାତ୍ର ମାତା କୁମାତା ହୋଇପାରିବ ନାହିଁ
সমার্থক : କୁମର, ପୁଅ, ପୁତ, ପୁତ୍ର, ସୁତ
অন্যান্য ভাষায় অনুবাদ :
नर संतान।
कृष्ण वसुदेव के पुत्र थे।