অর্থ : କୌଣସି ଶବ୍ଦ, ବାକ୍ୟ, ଲେଖା ଆଦିକୁ ଦେଖି ସେଗୁଡ଼ିକୁ ଆକ୍ଷରିକଭାବେ ଲେଖିବାର ପ୍ରକ୍ରିୟା
উদাহরণ :
ଶିକ୍ଷକ ଦୁଇଜଣ ପରୀକ୍ଷାର୍ଥୀଙ୍କୁ କପି କଲାବେଳେ ଧରିଲେ
সমার্থক : କପି
অন্যান্য ভাষায় অনুবাদ :
অর্থ : କାହାର ହାବଭାବ ଅଥବା କଥାବାର୍ତ୍ତାର ଭଲରେ କରାଯାଉଥିବା ଅନୁକରଣ
উদাহরণ :
ଛୋଟପିଲା ନିଜ ଜେଜେଙ୍କ ଅନୁକରଣ କରୁଛି
সমার্থক : ଅନୁକରଣ
অন্যান্য ভাষায় অনুবাদ :
A representation of a person that is exaggerated for comic effect.
caricature, imitation, impersonationঅর্থ : ଯେଉଁ କାଗଜ ଉପରେ କୌଣସି ଲେଖା ବା ବିବରଣ ଉତୁରା ଯାଇଥାଏ
উদাহরণ :
ବୋର୍ଡ଼ ପରୀକ୍ଷାରେ ନକଲ କରିବାପାଇଁ ପିଲାମାନେ କପି ତିଆରି କରୁଛନ୍ତି
সমার্থক : କପି
অন্যান্য ভাষায় অনুবাদ :
অর্থ : ଲେଖାଆଦିର ଆକ୍ଷରିକ ସ୍ୱରୂପ
উদাহরণ :
ପରୀକ୍ଷା ପ୍ରମାଣ ପତ୍ରର ଆଉ ଏକ ନକଲପାଇଁ ବିଦ୍ୟାଳୟରେ ଆବେଦନ କରାଗଲା
অন্যান্য ভাষায় অনুবাদ :
অর্থ : ଦେଖାଦେଖିରେ କରାଯାଉଥିବା କାର୍ଯ୍ୟ
উদাহরণ :
ଭଲ ଲୋକଙ୍କ ଅନୁକରଣ କରିବା ଉଚିତ୍
সমার্থক : ଅନୁକରଣ, ଅନୁଗମନ, ଅନୁସରଣ
অন্যান্য ভাষায় অনুবাদ :
The act of imitating the behavior of some situation or some process by means of something suitably analogous (especially for the purpose of study or personnel training).
simulation