অর্থ : ଉପରିଭାଗର ତଳ ଆଡ଼କୁ କିଛି ଝୁଙ୍କିଯିବା
উদাহরণ :
ଫଳରେ ପୂର୍ଣ୍ଣ ଗଛଟି ନଇଁଗଲା
সমার্থক : ଅବନମିତ ହେବା, ଝୁଙ୍କିବା
অন্যান্য ভাষায় অনুবাদ :
অর্থ : କୌଣସି ପଦାର୍ଥର ଗୋଟିଏ ବା ଦିଓଟି ଧାର ଅନ୍ୟ ଆଡ଼କୁ ପ୍ରବୃତ୍ତ ହେବା
উদাহরণ :
ବୟସ ହେଲେ ଅଣ୍ଟା ନଇଁଯାଏ
সমার্থক : ଝୁଙ୍କିବା, ବଙ୍କା ହେବା
অন্যান্য ভাষায় অনুবাদ :
অর্থ : ହାର ମାନିନେବା
উদাহরণ :
ପାକିସ୍ତାନୀ ସେନାଗଣ ଭାରତୀୟ ସେନା ଆଗରେ ହାର ମାନିଲେ
সমার্থক : ଅସ୍ତ୍ରସମର୍ପଣ କରିବା, ହାର ମାନିବା
অন্যান্য ভাষায় অনুবাদ :
हार मान लेना।
पाकिस्तानी सेना ने भारतीय सेना के आगे घुटने टेक दिए।