অর্থ : କୌଣସି ବସ୍ତୁର ଏହି ରୂପ ଯାହା ଖୁବ ଯୋରରେ ଦଳିବା ବା ଛେଚିବା ପରେ ପ୍ରାପ୍ତ ହୁଏ
উদাহরণ :
ପିଲାମାନେ ଶୁଖିଲା ମାଟିକୁ କୁଟି ଚୂନା କରିଦେଲେ
অন্যান্য ভাষায় অনুবাদ :
অর্থ : ମାଟି, ବାଲିଆଦିର ବହୁତ ସୂକ୍ଷ୍ମ ଚୂର୍ଣ୍ଣ ଯାହା ପ୍ରାୟତଃ ପୃଥିବୀର ଉପରି ଭାଗରେ ମିଳେ
উদাহরণ :
ଛୁଆମାନେ ଜଣେ ଅନ୍ୟର ଉପରକୁ ଧୂଳି ପକାଉଛନ୍ତି
অন্যান্য ভাষায় অনুবাদ :
Fine powdery material such as dry earth or pollen that can be blown about in the air.
The furniture was covered with dust.অর্থ : ପତଳା ଚୂର୍ଣ୍ଣ
উদাহরণ :
ପିଲାମାନେ ଧୂଳି ଖେଳୁଛନ୍ତି
সমার্থক : ବାଲି
অন্যান্য ভাষায় অনুবাদ :
A solid substance in the form of tiny loose particles. A solid that has been pulverized.
powder, pulverisation, pulverization