অর্থ : କାହାଠାରୁ ନିଜର କୌଣସି ଆବଶ୍ୟକତା ପୂର୍ଣ୍ଣ କରିବା ବା ତାକୁ କୌଣସି ଅନୁଚିତ କାମ କରିବାରୁ ରୋକିବାପାଇଁ ତା ପାଖରେ ବା ଦୁଆରରେ ଜିଦ୍ ଧରି ବସିବାର କ୍ରିୟା
উদাহরণ :
ପୋଲିସ ହାଜତରେ ହୋଇଥିବା ମୃତ୍ୟୁର ତଦନ୍ତ କରିବାପାଇଁ ଲୋକମାନେ ଥାନା ଆଗରେ ଧାରଣା ଦେଲେ
সমার্থক : ଧର୍ମଘଟ
অন্যান্য ভাষায় অনুবাদ :
किसी से अपनी कोई माँग पूरी कराने या उसे कोई अनुचित काम करने से रोकने के लिए उसके पास या द्वार पर अड़कर बैठने की क्रिया।
धरना का आयोजन राष्ट्रव्यापी भ्रष्टाचार के विरोध में किया गया था।A strike in which workers refuse to leave the workplace until a settlement is reached.
sit-down, sit-down strikeঅর্থ : ଗୋଲାକାର,ଚେପଟା ବା ଚାରିକୋଣିଆ ପତଳା କାଠର ଯେଉଁ ବଲ୍ଲା ଖଟର ଲମ୍ବା ଓ ଚଉଡାରେ ଦୁଇପଟୁ ଥାଏ
উদাহরণ :
ଏହି ପଲଙ୍କର ଧାରଣା ଭାରି ମଝବୁତ
সমার্থক : ବାହି
অন্যান্য ভাষায় অনুবাদ :
অর্থ : କୌଣସି ବିଷୟଆଦି ଠିକ୍ ରୂପେ ବୁଝିପାରିବାର ଶକ୍ତି
উদাহরণ :
ଏହି ବିଷୟରେ ତାଙ୍କର ଜ୍ଞାନ ଭଲ
সমার্থক : ଜ୍ଞାନ
অন্যান্য ভাষায় অনুবাদ :
অর্থ : କୌଣସି ବିଷୟରେ ମନରେ ହେଉଥିବା କୌଣସି ବିଚାର କିମ୍ବା ମତ
উদাহরণ :
ତା ପ୍ରତି ମୋର ଧାରଣା ଭୁଲ ଥିଲା
অন্যান্য ভাষায় অনুবাদ :
किसी विषय में मन में होने वाला कोई विचार या मत।
उसके प्रति मेरी धारणा गलत थी।A vague idea in which some confidence is placed.
His impression of her was favorable.অর্থ : ଛାତ ବା ଛପରର ଭାରକୁ ସମ୍ଭାଳିବା ଲାଗି କାନ୍ଥ ବା ଖୁଣ୍ଟରେ ଆଡ଼ିରେ ବନ୍ଧାଯାଉଥିବା ଲାଠି
উদাহরণ :
ରାମଦୀନ ନିଜର କୁଡ଼ିଆରେ ଶାଗୁଆନର ଧାରଣା ଲଗାଇଲା
অন্যান্য ভাষায় অনুবাদ :