অর্থ : ଶିଳର ଯେଉଁ ଉପର ଭାଗରେ ବଟା ହୋଇଥିବା ବସ୍ତୁ ଆଦି ରଖାଯାଏ
উদাহরণ :
ସେ ଶିଳରେ ହଳଦୀ ବାଟିବା ଶିଳପୁଆକୁ ଧୋଇ ଶିଳମୁଣ୍ଡି ଉପରେ ରଖିଦେଲା
অন্যান্য ভাষায় অনুবাদ :
অর্থ : କଳା କନାର ଝାଲର ଯାହା ଲୁଗାରେ ଲଗାଯାଇଥାଏ
উদাহরণ :
ଓଢ଼ଣୀର ଧାର ବହୁତ ଭଲ ଲାଗୁଛି
অন্যান্য ভাষায় অনুবাদ :
অর্থ : ହତିଆରର ଧାରୁଆ ଧାର
উদাহরণ :
ଛୁରୀର ଧାର ଖରାପ ହୋଇଯାଇଛି
অন্যান্য ভাষায় অনুবাদ :
অর্থ : ମଧ୍ୟ ପ୍ରଦେଶର ଏକ ଜିଲ୍ଲା
উদাহরণ :
ଧାର ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଧାରରେ ଅବସ୍ଥିତ
সমার্থক : ଧାର ଜିଲ୍ଲା
অন্যান্য ভাষায় অনুবাদ :
A region marked off for administrative or other purposes.
district, dominion, territorial dominion, territoryঅর্থ : କାହାଠାରୁ ନିଆଯାଇଥିବା ଯେଉଁ ବସ୍ତୁ, ଟଙ୍କଆଦିକୁ ନିର୍ଦ୍ଧିଷ୍ଟ ସମୟରେ ଫେରାଯାଏ
উদাহরণ :
ସେ ବହିକିଣିବା ପାଇଁ ମୋ ଠାରୁ ଦୁଇଶହ ଟଙ୍କା ଉଧାର ନେଲା
অন্যান্য ভাষায় অনুবাদ :
Money or goods or services owed by one person to another.
debtঅর্থ : ଲେଖିବାବେଳେ କାଗଜ ଆଦିର ଧାରରେ ଛଡ଼ା ଯାଉଥିବା ଖାଲି ଜାଗା
উদাহরণ :
ସାଦା କାଗଜରେ ଲେଖିବା ସମୟରେ ମାର୍ଜିନ ନିଶ୍ଚୟ ଛାଡ଼ିବା ଉଚିତ୍
অন্যান্য ভাষায় অনুবাদ :
অর্থ : ପଗଡ଼ିର ଧାର ଯେଉଁଥିରେ କମକୁଟ କରାଯାଇଥାଏ
উদাহরণ :
ନବଯୁବକମାନଙ୍କ ପଗଡ଼ିର ଧାର ବହୁତ ସୁନ୍ଦର ଦିଶୁଥିଲା
অন্যান্য ভাষায় অনুবাদ :
पगड़ी का छोर जिसमें कलाबत्तू का काम रहता है।
नौजवानों की पगड़ी का चिल्ला बहुत सुन्दर लग रहा है।অর্থ : ବହିବାର କ୍ରିୟା ବା ଭାବ
উদাহরণ :
ସେ ପାଣି ପ୍ରବାହରେ ଭାସି ଗଲା ବର୍ଷା ଦିନରେ ନଦୀମାନଙ୍କର ପ୍ରବାହ ବଢ଼ିଯାଏ
অন্যান্য ভাষায় অনুবাদ :
অর্থ : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
উদাহরণ :
କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
সমার্থক : ଅବଧି, ଗଣ୍ଡି, ଚୌହଦି, ପରିସୀମା, ସୀମା
অন্যান্য ভাষায় অনুবাদ :
The point or degree to which something extends.
The extent of the damage.