অর্থ : କୌଣସି ଜାତି, ବର୍ଗ, ପଦ ଇତ୍ୟାଦିପାଇଁ ନିଶ୍ଚିତ କରାଯାଉଥିବା କାମ କିମ୍ବା ବ୍ୟବହାର
উদাহরণ :
ପ୍ରଜାର ରକ୍ଷା କରିବା ରାଜାର ବାସ୍ତବିକ ଧର୍ମ
সমার্থক : କର୍ତ୍ତବ୍ୟ
অন্যান্য ভাষায় অনুবাদ :
অর্থ : ପରଲୋକ, ଈଶ୍ୱରଆଦି ସମ୍ପର୍କରେ ବିଶେଷ ଧରଣର ବିଶ୍ୱାସ ଓ ଉପାସନାର ବିଶେଷ ପ୍ରଣାଳୀ
উদাহরণ :
ହିନ୍ଦୁଧର୍ମର ସବୁଠାରୁ ବଡ଼ ବିଶେଷତା ହେଉଛି ଯେ ଏହା ଅନ୍ୟ ସମସ୍ତ ଧର୍ମ ପ୍ରତି ସହନଶୀଳ
অন্যান্য ভাষায় অনুবাদ :
A strong belief in a supernatural power or powers that control human destiny.
He lost his faith but not his morality.অর্থ : ଯେଉଁ ସମାଜ ବା ଗୋଷ୍ଠୀ ଦୈବିକ ଶକ୍ତିରେ ନିଜର ବିଶ୍ୱାସ ଦର୍ଶାଇଥାଏ ବା ଯେ ଦୈବିକ ଶକ୍ତିରେ ବିଶ୍ୱାସ କରିଥାଏ
উদাহরণ :
ମହମ୍ମଦ ସାହେବ ମୁସଲିମ୍ ଧର୍ମ ସ୍ଥାପନ କରିଥିଲେ
সমার্থক : ଧରମ
অন্যান্য ভাষায় অনুবাদ :
* दैविक शक्ति में अपना विश्वास दर्शाने के लिए बनी संस्था या समुदाय।
मुस्लिम धर्म की स्थापना मुहम्मद साहब ने की थी।An institution to express belief in a divine power.
He was raised in the Baptist religion.অর্থ : ଅଳଙ୍କାର ଶାସ୍ତ୍ରରେ ଯେଉଁ ଗୁଣ ବା ବୃତ୍ତି ଉପମେୟ ଏବଂ ଉପମାନ ଉଭୟରେ ସମାନ ରୂପରେ ବିଦ୍ୟମାନ ଥାଏ ଏବଂ ଯାହାର ଆଧାରରେ ଏକ ବସ୍ତୁର ଉପମା ଅନ୍ୟ ବସ୍ତୁଦ୍ବାରା ଦିଆଯାଏ
উদাহরণ :
ତେଜସ୍ବୀ ବ୍ୟକ୍ତି ଏବଂ ସୂର୍ଯ୍ୟ ଉଭୟଙ୍କର ଧର୍ମ ପ୍ରଖରତା ରହିଛି
অন্যান্য ভাষায় অনুবাদ :
অর্থ : ସ୍ୱର୍ଗ ଆଦି ଶୁଭଫଳ ଦେଉଥିବା କାର୍ଯ୍ୟ
উদাহরণ :
ଦୀନଦୁଃଖୀମାନଙ୍କ ସେବା ହିଁ ସବୁଠାରୁ ବଡ଼ ଧର୍ମ
সমার্থক : ପୁଣ୍ୟ
অন্যান্য ভাষায় অনুবাদ :
परोपकार, दान, सेवा आदि कार्य जो शुभ फल देते हैं।
दीन-दुखियों की सेवा ही सबसे बड़ा धर्म है।