অর্থ : ଧରିବା କାମ ଅନ୍ୟ କାହାଦ୍ୱାରା କରାଇବା
উদাহরণ :
ରେଫରି ଖେଳାଳିଙ୍କୁ ନିୟମ ଭଙ୍ଗ କରିଥିବାରୁ ପ୍ୟାଭିଲିୟନର ରାସ୍ତା ଧରାଇଦେଲେ
সমার্থক : ଧାରଣ କରାଇବା
অন্যান্য ভাষায় অনুবাদ :
पकड़ने का काम किसी दूसरे से करवाना।
रेफ्री ने खिलाड़ी को अनुशासन भंग करने पर पैविलियन की राह पकड़वाई।