অর্থ : କୌଣସି ଜିନିଷକୁ ପିଟିଲେ ବା ଧକ୍କାଦେଲେ ପହଞ୍ଚୁଥିବା ଆଘାତ ଯାହାଦ୍ବାରା କିଛି ଭାଙ୍ଗିବା ବା କ୍ଷତିହେବାର ଆଶଙ୍କା ବା ସମ୍ଭାବନା ଥାଏ
উদাহরণ :
ଦର୍ପଣ ସମ୍ଭାଳିକରି ନିଅ ଯେପରି କେଉଁଠି ମାଡ ନ ଲାଗେ
অন্যান্য ভাষায় অনুবাদ :
অর্থ : ଗୋଟିଏ ବସ୍ତୁର ଅନ୍ୟ ଏକ ବସ୍ତୁସହିତ ବେଗପୂର୍ଣ୍ଣ ସ୍ପର୍ଶ
উদাহরণ :
ତାକୁ କାର ଧକ୍କା ହେଲା
অন্যান্য ভাষায় অনুবাদ :
অর্থ : ଦୁଇଟି ବସ୍ତୁ ବେଗପୂର୍ବକ ପରସ୍ପର ଆଘାତ ହେବାର ପ୍ରକ୍ରିୟା
উদাহরণ :
ବସ୍ ଏବଂ ଟ୍ରକର ଧକ୍କାରେ ଦଶ ଜଣ ଲୋକ ଆହତ ହେଲେ
অন্যান্য ভাষায় অনুবাদ :
An accident resulting from violent impact of a moving object.
Three passengers were killed in the collision.অর্থ : ଆଘାତର ଲାକ୍ଷଣିକ ପ୍ରୟୋଗ
উদাহরণ :
ତା ବ୍ୟବହାରରେ ମୋ ସମ୍ମାନକୁ ଆଘାତ ଲାଗିଲା
অন্যান্য ভাষায় অনুবাদ :
A figurative injury (to your feelings or pride).
He feared that mentioning it might reopen the wound.অর্থ : ମନକୁ ଲାଗିଥିବା ଆଘାତ
উদাহরণ :
ତାର କଥା ମୋତେ ଆଘାତ ଦେଲା
সমার্থক : ଆଘାତ, ମାନସିକ ଆଘାତ
অন্যান্য ভাষায় অনুবাদ :
অর্থ : ଗାଡ଼ି ଆଦି ଚାଲୁଥିବା ଜିନିଷଗୁଡ଼ିକର ଦୋହଲିବା ବା ହଲିବାଦ୍ୱାରା ଲାଗୁଥିବା ଧକ୍କା
উদাহরণ :
ଗାଡ଼ି ଧକ୍କାରେ ସେ ସିଟରୁ ତଳକୁ ପଡ଼ିଗଲେ
অন্যান্য ভাষায় অনুবাদ :