অর্থ : ଏପରି ଜ୍ଞାନ ଯେଉଁଥିରେ ସମ୍ପୂର୍ଣ୍ଣ ନିଶ୍ଚିତତା ନାହିଁ
উদাহরণ :
ମୋର ତାଙ୍କ କଥାର ସତ୍ୟତା ଉପରେ ସନ୍ଦେହ ରହିଛି
সমার্থক : ଅଭିଶଂକା, ଶଂକା, ସନ୍ଦେହ
অন্যান্য ভাষায় অনুবাদ :
The state of being unsure of something.
doubt, doubtfulness, dubiety, dubiousness, incertitude, uncertaintyঅর্থ : କୌଣସି କାମ କରିବା ପୁର୍ବରୁ ମନରେ ହେଉଥିବା ହାଲୁକା ବାଧା
উদাহরণ :
ଦୀପାକୁ ଏହି ଉପହାର ଦେବାପାଇଁ ମୋର ଦ୍ୱିଧା ଉପୁଜୁଛି ଦୀପାକୁ ଏହି ଉପହାର ଦେବା ପୂର୍ବରୁ ଆଗପଛ ଭାବିବାକୁ ପଡ଼ୁଛି
সমার্থক : ଆଗପଛ ଭାବିବା, ସଙ୍କୋଚ
অন্যান্য ভাষায় অনুবাদ :
অর্থ : ହଁ ବା ନାଁର ସ୍ଥିତି
উদাহরণ :
ଆପଣ ପଇସା ମାଗି ମୋତେ ଦ୍ୱିଧାରେ ପକାଇଦେଲେ
সমার্থক : ଦ୍ୱନ୍ଦ
অন্যান্য ভাষায় অনুবাদ :