অর্থ : ମିଶିଥିବା ବା ଗୋଳି ହୋଇଥିବା
উদাহরণ :
ପଣାରେ ମିଳେଇଯାଇଥିବା ଚିନି ଦିଶୁନାହିଁ
সমার্থক : ମିଳେଇଯାଇଥିବା
অন্যান্য ভাষায় অনুবাদ :
অর্থ : ଯାହା ତରଳ ପଦାର୍ଥ ଭଳି ପତଳା ବା ତରଳିଯାଇଛି
উদাহরণ :
ପର୍ବତଗୁଡ଼ିକରୁ ଦ୍ରବିତ ହିମପ୍ରବାହ ଯୋଗୁଁ ସମୁଦ୍ରର ଜଳସ୍ତର ବଢ଼ିବାରେ ଲାଗିଛି
অন্যান্য ভাষায় অনুবাদ :
অর্থ : ଯାହା ଦୟାରେ ଭରିଯାଇଛି
উদাহরণ :
ରମେଶର ଏ ଦଶା ଦେଖି ମୋହନର ହୃଦୟ ଦୟାର୍ଦ୍ର ହୋଇଉଠିଲା
অন্যান্য ভাষায় অনুবাদ :