অর্থ : ମାନବ ନିର୍ମିତ ସ୍ଥାନ ଯେଉଁଠି ବିକ୍ରି କରିବାପାଇଁ ଜିନିଷଗୁଡ଼ିକ ରହେ ଏବଂ ଲୋକମାନେ ପଇସାଦେଇ ଜିନିଷ କିଣନ୍ତି
উদাহরণ :
ଏହି ବଜାରରେ ମୋର ଫଳ ଦୋକାନ ଅଛି ସେ ବାରିକ ଦୋକାନକୁ ବାଳ କାଟିବାକୁ ଯାଇଛି
অন্যান্য ভাষায় অনুবাদ :
অর্থ : ଏହି କକ୍ଷ ବା ପରିସର ଯେଉଁଠି ବିକ୍ରି କରିବାପାଇଁ ବହୁତ ଜିନିଷ ପତ୍ର ସାଜସଜ୍ଜା କରି ରଖାଯାଇଥାଏ
উদাহরণ :
ମୁଁ ଏହି କମ୍ବଳ ଗୋଟିଏ ବଡ଼ ଦୋକାନରୁ କିଣିଛି
সমার্থক : ପ୍ରଦର୍ଶନୀ-କକ୍ଷ, ବିକ୍ରୟ କକ୍ଷ, ଶୋରୁମ୍
অন্যান্য ভাষায় অনুবাদ :
वह कक्ष या क्षेत्र जिसमें बिक्री की वस्तुएँ सजाकर रखी रहती हैं।
यह कंबल मैंने एक बहुत बड़े शोरूम से खरीदा।