অর্থ : ଅର୍ଜୁନଙ୍କ ଶଙ୍ଖ
উদাহরণ :
ଅର୍ଜୁନ ଦେବଦତ୍ତ ଶଙ୍ଖ ବଜାଇ ଯୁଦ୍ଧ ଆରମ୍ଭ କରିବାପାଇଁ ଘୋଷଣା କଲେ
সমার্থক : ଦେବଦତ୍ତ ଶଙ୍ଖ
অন্যান্য ভাষায় অনুবাদ :
অর্থ : ଦେବତାଙ୍କୁ ଅର୍ପଣ କରାଯାଇଥିବା ବା ଦେବତାଙ୍କ ନିମିତ୍ତ ଦିଆଯାଇଥିବା ବସ୍ତୁ
উদাহরণ :
ଏହି ମନ୍ଦିରରେ ସଂଧ୍ୟାସୁଦ୍ଧା ଅନେକ ଦେବଦତ୍ତ ବସ୍ତୁ ଏକତ୍ର ହୋଇଯାଏ
সমার্থক : ଦେବଦତ୍ତ ବସ୍ତୁ
অন্যান্য ভাষায় অনুবাদ :
देवता को अर्पित की गई या देवता के निमित्त दी गई वस्तु।
इस मंदिर में शाम तक बहुत सारा देवदत्त एकत्र हो जाता है।অর্থ : ଗୌତମବୁଦ୍ଧଙ୍କର ଜଣେ କକାପୁଅ ଭାଇ
উদাহরণ :
ଗୌତମ ଦେବଦତ୍ତଙ୍କ ତୀରରେ ଆହତ ହଂସର ପ୍ରାଣ ରକ୍ଷାକଲେ
অন্যান্য ভাষায় অনুবাদ :