অর্থ : ଅନୁଭବ କରାଇବା
উদাহরণ :
ଭାଗ୍ୟ ଆମକୁ ବହୁତ ଖରାପ ଦିନ ଦେଖାଏ
সমার্থক : ଅନୁଭବ କରାଇବା, ପହଞ୍ଚାଇବା
অন্যান্য ভাষায় অনুবাদ :
অর্থ : ଲୋକ ଦେଖାଣିଆ ବା ଗର୍ବର ସହିତ ପିନ୍ଧିବା ବା ପ୍ରଦର୍ଶିତ କରିବା
উদাহরণ :
ଶୀଲା ନୂଆ ଚୁଡ଼ିଗୁଡ଼ିକ ଦେଖାଉଛି
সমার্থক : ଉପସ୍ଥାପନ କରିବା, ପ୍ରତ୍ୟକ୍ଷ କରାଇବା, ପ୍ରଦର୍ଶନ କରିବା, ପ୍ରଦର୍ଶିତ କରିବା
অন্যান্য ভাষায় অনুবাদ :
অর্থ : ଯାଞ୍ଚ ବା ନିରୀକ୍ଷଣ କରାଇବା
উদাহরণ :
ଆପଣ କଣ ରୋଗୀକୁ ଡାକ୍ତରକୁ ଦେଖାଇଲେ ?
অন্যান্য ভাষায় অনুবাদ :
অর্থ : ଆଖିରେ କୌଣସି ବ୍ୟକ୍ତି, ପଦାର୍ଥ, କାମଆଦିର ରୂପ-ରଙ୍ଗ ଏବଂ ଆକାର-ପ୍ରକାର ବା ଗୁଣଆଦିର ଜ୍ଞାନ ପ୍ରାପ୍ତ କରିବା
উদাহরণ :
ସେ ଆମକୁ ନିଜର ନୂଆଘର ଦେଖାଇଲା
সমার্থক : ଦର୍ଶାଇବା
অন্যান্য ভাষায় অনুবাদ :
অর্থ : କୌଣସି ବସ୍ତୁ ବା କାର୍ଯ୍ୟ ଆଡ଼କୁ ଇଙ୍ଗିତ କରିବା
উদাহরণ :
ମାଆ ମୋତେ ଆକାଶରେ ଧ୍ରୁବ ତାରାର ସ୍ଥିତି ବତାଇଲେ
সমার্থক : ନିର୍ଦ୍ଦେଶ କରିବା, ବତାଇବା
অন্যান্য ভাষায় অনুবাদ :
किसी वस्तु या कार्य आदि की ओर इंगित करना।
माँ ने मुझे आसमान में ध्रुव तारे की स्थिति बताई।