অর্থ : ଦୂରର ବସ୍ତୁସମୂହର ଛବିକୁ ବଡକରି ଦେଖାଇପାରୁଥିବା ଗୋଟିଏ ଯନ୍ତ୍ର
উদাহরণ :
ମୁମ୍ବେଇର ତାରାଗୃହରେ ଆକାଶର ଗ୍ରହ, ନକ୍ଷତ୍ରଆଦିକୁ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ର ଲାଗିଛି
সমার্থক : ଟେଲିସ୍କୋପ୍, ଦୂରବୀକ୍ଷଣ
অন্যান্য ভাষায় অনুবাদ :
অর্থ : ଦୂର ବସ୍ତୁଗୁଡ଼ିକୁ ପାଖ, ପରିଷ୍କାର ଏବଂ ବଡ଼ ଦେଖାଇବାର ଯନ୍ତ୍ର
উদাহরণ :
ଆମେ ଦୂରବୀକ୍ଷଣ ଯନ୍ତ୍ରରେ ଦୂରର ବସ୍ତୁଗୁଡ଼ିକୁ ସ୍ପଷ୍ଟ ଦେଖିପାରିବୁ
সমার্থক : ଦୂରବୀନ୍ ଯନ୍ତ୍ର
অন্যান্য ভাষায় অনুবাদ :
वह यंत्र जिससे दूर की वस्तुएँ पास, साफ और बड़ी दिखाई देती हैं तथा जिससे दोनों आँखों से एक साथ देख सकते हैं।
हम दूरबीन से दूर की वस्तुओं को साफ और स्पष्ट देख सकते हैं।