অর্থ : କୌଣସି ନଗରର ଯେଉଁ ସ୍ଥାନରେ ଅନ୍ୟ ଦେଶର ରାଜଦୂତ ଏବଂ ତାଙ୍କ ସହକର୍ମୀମାନେ ରହନ୍ତି
উদাহরণ :
ଦିଲ୍ଲୀରେ ଅନେକ ଦେଶର ଦୂତାବାସ ଅଛି
সমার্থক : ଏମ୍ବାସି
অন্যান্য ভাষায় অনুবাদ :
किसी नगर का वह स्थान जहाँ दूसरे राष्ट्र या राज्य का राजदूत और उसके साथी, कर्मचारी आदि रहते हों।
दिल्ली में कई देशों के दूतावास हैं।Diplomatic building that serves as the residence or workplace of a consul.
consulateঅর্থ : ହାଇକମିଶନରଙ୍କ କାର୍ଯ୍ୟାଳୟ
উদাহরণ :
ଭାରତୀୟ ଦୂତାବାସ କେଉଁଠାରେ ଆପଣ ଜାଣିଛନ୍ତି କି?
সমার্থক : ଉଚ୍ଚାୟୋଗ
অন্যান্য ভাষায় অনুবাদ :
An embassy of one British Commonwealth country to another.
high commissionঅর্থ : ଦୂତାବେଶ ତୁଲ୍ୟ ରାଜକୀୟ ସଂସ୍ଥାନ
উদাহরণ :
ପାକିସ୍ତାନ ଦୂତାବାସ ଭାରତ-ପାକ କ୍ରିକେଟ ମ୍ୟାଚ ଦେଖିବାପାଇଁ ଆଗ୍ରହୀ ଭାରତୀୟ କ୍ରିକେଟପ୍ରେମୀଙ୍କୁ ଭିସା ଦେବା କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ କରିବେ
সমার্থক : ହାଇ କମିଶନ
অন্যান্য ভাষায় অনুবাদ :