অর্থ : ଯାହାର ଚାଲିଚଳନ ବା ଅଭ୍ୟାସ,ସ୍ୱଭାବ ଆଦି ଭଲ ନୁହେଁ
উদাহরণ :
ଖରାପ ପିଲାଙ୍କ ସହିତ ଖେଳନାହିଁ
সমার্থক : ଖରାପ
অন্যান্য ভাষায় অনুবাদ :
অর্থ : ଧର୍ମର ଆଡମ୍ବର କରି ସ୍ୱାର୍ଥ ସାଧନ କରିବାବାଲା
উদাহরণ :
ଆଜିକାଲି ସମାଜ କପଟୀ ବ୍ୟକ୍ତିମାନଙ୍କରେ ପୂରିଛି
সমার্থক : କପଟିଆ, କପଟୀ, ଛଳ କପଟୀ, ପାଷାଣ୍ଡ
অন্যান্য ভাষায় অনুবাদ :
Excessively or hypocritically pious.
A sickening sanctimonious smile.অর্থ : ଯାହାର ଦଣ୍ଡର ଭୟ ନାହିଁ
উদাহরণ :
ସେ ବହୁତ ଉଦ୍ଦଣ୍ଡ ପିଲା
সমার্থক : ଉଛୃଙ୍ଖଳ, ଉଦ୍ଦଣ୍ଡ, ଉଦ୍ଧତ
অন্যান্য ভাষায় অনুবাদ :
Stubbornly resistant to authority or control.
A fractious animal that would not submit to the harness.