অর্থ : ବଡ ଦୁର୍ଘଟନା ଯେଉଁଥିରେ ଅନେକ କ୍ଷୟକ୍ଷତି ଆଦି ହୋଇଥାଏ
উদাহরণ :
ଭାରତରେ ଅଦ୍ୟାବଧି ସୁଦ୍ଧା ଘଟିଥିବା ସବୁଠାରୁ ବଡ ଔଦ୍ୟୋଗିକ ଦୁର୍ଘଟଣା ହେଉଛି ଭୋପାଳ ଗ୍ୟାସ ଦୁର୍ଘଟନା
সমার্থক : ଆକସ୍ମିକ ବିତ୍ପାତ, ଦୁର୍ଘଟନା
অন্যান্য ভাষায় অনুবাদ :
An event resulting in great loss and misfortune.
The whole city was affected by the irremediable calamity.অর্থ : ଏଭଳି ଆକସ୍ମିକ କଥା ବା ଘଟଣା ଯେଉଁଥିରେ କଷ୍ଟ ବା ଦୁଃଖ ହୁଏ
উদাহরণ :
ଏହି ଦୁର୍ଘଟଣା ପରେ ତା ସ୍ୱଭାବରେ ବହୁତ ପରିବର୍ତ୍ତନ ଆସିଗଲା
সমার্থক : ଆକ୍ସିଡେଣ୍ଟ୍
অন্যান্য ভাষায় অনুবাদ :