অর্থ : ଖରାପ ଗନ୍ଧ
উদাহরণ :
ପ୍ରତିଦିନ ନ ଗାଧେଇବାରୁ ତା ଦେହରୁ ଦୁର୍ଗନ୍ଧ ବାହାରୁଛି
অন্যান্য ভাষায় অনুবাদ :
অর্থ : ସଢ଼ିଯାଇଥିବା ଶସ୍ୟରୁ ବାହାରୁଥିବା ଗନ୍ଧ
উদাহরণ :
ଡୋଲି ଭିତରୁ ପଚାଳିଆଗନ୍ଧ ବାହାରୁଛି
সমার্থক : ପଚାଗନ୍ଧ, ପଚାଳିଆଗନ୍ଧ
অন্যান্য ভাষায় অনুবাদ :
অর্থ : ହାଲୁକା ଦୁର୍ଗନ୍ଧ
উদাহরণ :
ବହୁତ ସମୟଧରି କଟାହୋଇ ରହିଥିବା ପିଆଜରୁ ଦୁର୍ଗନ୍ଧ ଆସୁଛି
অন্যান্য ভাষায় অনুবাদ :