সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯେ ଦୁଧ ଦିଏ
উদাহরণ : ରାମ ପାଖରେ ଏକ ଦୁଧିଆଳି ଗାଈ ଅଛି ଯେ ବହୁତ ଦୁଧ ଦେଉଛି
সমার্থক : ଦୁଆଁଳିଆ, ଦୁଧିଆଳି, ଦୁହାଁଳିଆ
অন্যান্য ভাষায় অনুবাদ :हिन्दी
जो दूध देती हो।
অর্থ : ଯାହା ଦୁଧ ରଙ୍ଗର
উদাহরণ : ସେ ତଳୁ ଉପର ପର୍ଯ୍ୟନ୍ତ ଦୁଧିଆ ବସ୍ତ୍ରରେ ସଜ୍ଜିତ ହୋଇଥିଲା
जो दूध के रंग का हो।
অর্থ : ଯେଉଁଥିରେ ଦୁଧ ମିଶିଥାଏ ବା ଯାହା ଦୁଧରେ ତିଆରି ହୋଇଥାଏ
উদাহরণ : ଆଜି କ୍ଷୀରି ଦୁଧିଆ ଲାଗୁଛି
সমার্থক : ଦୁଧଯୁକ୍ତ
जिसमें दूध मिला हो या जो दूध का बना हो।
ইনস্টল