অর্থ : ଯାହାଦ୍ୱାରା ଦୁଃଖ ପହଞ୍ଚେ ବା ଦୁଃଖ ଦେବାବାଲା
উদাহরণ :
ଏହା ବଡ ଦୁଃଖଦ କଥା ଯେ ତୁମେ ନିଜ ବାପ-ମା’ଙ୍କ ସେବା କରୁନାହଁ
সমার্থক : କଷ୍ଟଦାୟକ, କଷ୍ଟଦାୟୀ, ଦୁଃଖକର, ଦୁଃଖକାରକ, ଦୁଃଖଦ, ଦୁଃଖଦାୟୀ, ଦୁଃଖପ୍ରଦ
অন্যান্য ভাষায় অনুবাদ :
Causing physical discomfort.
Bites of black flies are more than irritating; they can be very painful.অর্থ : ଯାହା ପୀଡ଼ା ଦିଏ
উদাহরণ :
ବୃଦ୍ଧାବସ୍ଥା ଦୁଃଖଦାୟକ
সমার্থক : କଷ୍ଟକର, କଷ୍ଟଦାୟକ, କଷ୍ଟପ୍ରଦ, ପୀଡ଼ାଦାୟକ
অন্যান্য ভাষায় অনুবাদ :
Causing or marked by grief or anguish.
A grievous loss.