অর্থ : ଯାହାଦ୍ୱାରା ଦୁଃଖ ପହଞ୍ଚେ ବା ଦୁଃଖ ଦେବାବାଲା
উদাহরণ :
ଏହା ବଡ ଦୁଃଖଦ କଥା ଯେ ତୁମେ ନିଜ ବାପ-ମା’ଙ୍କ ସେବା କରୁନାହଁ
সমার্থক : କଷ୍ଟଦାୟକ, କଷ୍ଟଦାୟୀ, ଦୁଃଖକର, ଦୁଃଖଦ, ଦୁଃଖଦାୟକ, ଦୁଃଖଦାୟୀ, ଦୁଃଖପ୍ରଦ
অন্যান্য ভাষায় অনুবাদ :
Causing physical discomfort.
Bites of black flies are more than irritating; they can be very painful.