অর্থ : କାଠ ବା ଧାତୁର ଏକ ଆଧାର ଯାହାଉପରେ ଦୀପ ରଖି ଜଳାହୁଏ
উদাহরণ :
ସୀତା ଦୀପ ଜାଳି ରୁଖାଉପରେ ରଖିଦେଲା
অন্যান্য ভাষায় অনুবাদ :
অর্থ : ମାଟି,ଅଭ୍ରଧାତୁ,କାଗଜ ଆଦିରେ ତିଆରି ହୋଇଥିବା ଲଣ୍ଠନ ଯାହାର ମୁହଁ ଉପର ଆଡ଼କୁ ହୋଇଥାଏ
উদাহরণ :
ଆଲୁଅ ନିମନ୍ତେ ଆଜି ବି କେତେକ ଘରେ ଦୀପାଧାର ଜଳା ଯାଇଥାଏ
সমার্থক : ପୁରୁଣା କାଳିଆ ଲଣ୍ଠନ
অন্যান্য ভাষায় অনুবাদ :