অর্থ : ଧାତୁ, ମାଟି ଇତ୍ୟାଦିର ଏକ ପାତ୍ର ଯେଉଁଥିରେ ତେଲଢାଳି ଓ ସଳିତା ପକାଇ ଆଲୋକିତ କରିବାପାଇଁ ବତୀ ଜଳାଯାଏ
উদাহরণ :
ସଂଧ୍ୟା ହେବାମାତ୍ରେ ହିଁ ଗାଁରେ ଦୀପ ଜଳେ
অন্যান্য ভাষায় অনুবাদ :
অর্থ : ଛଅ ରାଗରୁ ଦ୍ୱିତୀୟ ରାଗ
উদাহরণ :
ଏକ କିମ୍ବଦନ୍ତୀ ଅନୁସାରେ ଦୀପକ ରାଗ ଗାନକଲେ ଲିଭି ଯାଇଥିବା ଦୀପ ବି ଜଳି ଉଠେ
সমার্থক : ଦୀପକ ରାଗ
অন্যান্য ভাষায় অনুবাদ :
অর্থ : ଅର୍ଥାଳଙ୍କାରର ଏକ ପ୍ରକାର
উদাহরণ :
ଦୀପକ ଅଳଙ୍କାରରେ ଅନେକ କ୍ରିୟାର ଗୋଟିଏ କାରକ ବୋଲି କୁହାଯାଏ
সমার্থক : ଦୀପକ ଅଳଙ୍କାର
অন্যান্য ভাষায় অনুবাদ :