অর্থ : ଗୋଟିଏ ସୂର୍ଯୋଦୟ ଠାରୁ ଆଉଗୋଟିଏ ସୂର୍ଯୋଦୟ ପର୍ଯ୍ୟନ୍ତ ସମୟ ଚବିଶ ଘଣ୍ଟା
উদাহরণ :
ଗୋଟିଏ ଦିନରେ ଆଠ ପ୍ରହର ଥାଏ
সমার্থক : ଦିବସ
অন্যান্য ভাষায় অনুবাদ :
Time for Earth to make a complete rotation on its axis.
Two days later they left.অর্থ : ବହୁତ ଅଧିକ ସମୟ
উদাহরণ :
ଅପେକ୍ଷାରେ ତାଙ୍କର ଦିନ ସରିଗଲା
অন্যান্য ভাষায় অনুবাদ :
অর্থ : ସୂର୍ଯ୍ୟ ଉଦୟ ହେବାଠାରୁ ଅସ୍ତ ହେବା ପର୍ଯ୍ୟନ୍ତ ସମୟ
উদাহরণ :
ଆଜି ଦିନଟି ମୋପାଇଁ ବହୁତ ଭଲ ଥିଲା ଖରାଦିନେ ଦିନ ବଢ଼ିଯାଏ
অন্যান্য ভাষায় অনুবাদ :
অর্থ : ଗଣତି ବିଚାରକୁ ନେଇ ଇଂରାଜୀ ମାସର କୌଣସି ଦିନ
উদাহরণ :
ମୁଁ ପ୍ରାର୍ଥନା-ପତ୍ରରେ ଆଜିର ତାରିଖ ଲେଖିବାକୁ ଭୁଲିଗଲି
অন্যান্য ভাষায় অনুবাদ :
অর্থ : ମିନିଟ୍, ଘଣ୍ଟା, ବର୍ଷଆଦିରେ ମପାଯାଉଥିବା ଦୂରତା ବା ଗତି ଯେଉଁଥିରେ ଭୂତ ବର୍ତ୍ତମାନଆଦିର କଳନା ହୁଏ
উদাহরণ :
ସମୟ କାହାରିକୁ ଅପେକ୍ଷା କରେ ନାହିଁ ଆପଣ କେଉଁ ଯୁଗର କଥା କହୁଛନ୍ତି ସମୟ କେମିତି କଟୁଛି,କିଛି ଜଣା ପଡ଼ୁନାହିଁ ସେ କିଛି ସମୟ ନିମନ୍ତେ ଏଠାକୁ ବି ଆସିଥିଲେ
সমার্থক : ଅବସର, କାଳ, ବେଳା, ଯୁଗ, ସମୟ
অন্যান্য ভাষায় অনুবাদ :
मिनटों, घंटों, वर्षों आदि में नापी जाने वाली दूरी या गति जिससे भूत, वर्तमान आदि का बोध होता है।
समय किसी का इंतजार नहीं करता।An amount of time.
A time period of 30 years.অর্থ : ଚବିଶ ଘଣ୍ଟା ମଧ୍ୟରୁ ଶୋଇବା ସମୟ ବ୍ୟତୀତ ଯେଉଁ ସମୟରେ ଆମେ କାର୍ଯ୍ୟ କରିଥାଉ
উদাহরণ :
ମୋର ଦିନ ସକାଳ ଚାରିଟାରେ ଆରମ୍ଭ ହୁଏ
সমার্থক : ଦିବସ
অন্যান্য ভাষায় অনুবাদ :
The recurring hours when you are not sleeping (especially those when you are working).
My day began early this morning.