অর্থ : ଯାହାର ପାଟିରେ ଦାନ୍ତ ନ ଥାଏ
উদাহরণ :
ବାର୍ଦ୍ଧକ୍ୟ ଆସିବାରୁ ଜେଜେ ପାକୁଆ ହୋଇଗଲେ
সমার্থক : ଦାନ୍ତଶୂନ୍ୟ, ପାକୁଆ
অন্যান্য ভাষায় অনুবাদ :
অর্থ : ଯାହା ମୁହଁରେ ଦାନ୍ତ ନାହିଁ
উদাহরণ :
ଦାନ୍ତହୀନ ଶିଶୁ ଖାଦ୍ୟକୁ ଗିଳିଦିଏ ନବଜାତ ଶିଶୁ ଦନ୍ତହୀନ
অন্যান্য ভাষায় অনুবাদ :