অর্থ : ଜୀବମାନଙ୍କ ମୁହଁରୁ ଅଙ୍କୁର ଭଳି ବାହାରିଥିବା ହାଡ଼ର ତଳ ଓ ଉପର ପ୍ରତ୍ୟେକ ଅଂଶ ଯାହାକୁ ଖାଇବାପାଇଁ, ଜିନିଷ କାମୁଡ଼ିବା ବା ଜମିଆଦି ଖୋଳିବାପାଇଁ ବ୍ୟବହାର କରାଯାଏ
উদাহরণ :
ଦୁର୍ଘଟଣାରେ ତାର କେତେଟା ଦାନ୍ତ ଭାଙ୍ଗିଯାଇଛି
অন্যান্য ভাষায় অনুবাদ :
Hard bonelike structures in the jaws of vertebrates. Used for biting and chewing or for attack and defense.
toothঅর্থ : ଜଙ୍ଗଲି ଘୁଷୁରୀ ମୁହଁରୁ ବାହାରକୁ ବାହାରିଥିବା ଦାନ୍ତ
উদাহরণ :
ବାର୍ହା ଦାନ୍ତ ସାହାଯ୍ୟରେ ମେଣ୍ଢାଛୁଆକୁ ଚିରିଦେଲା
অন্যান্য ভাষায় অনুবাদ :
A long pointed tooth specialized for fighting or digging. Especially in an elephant or walrus or hog.
tusk