অর্থ : ପୂରାକରିବା ବା ଦେବାର ପ୍ରସ୍ତାବ ରଖିବା ବା କାମ ବଦଳରେ ଧନ ଦେବା
উদাহরণ :
ସେ ଏହିକାମପାଇଁ ମୋତେ ତିରିଶ ହଜାର ଟଙ୍କା ଦେଉଛି
সমার্থক : ଦେବା, ପ୍ରଦାନ କରିବା
অন্যান্য ভাষায় অনুবাদ :
* भुगतान करने या देने का प्रस्ताव रखना या काम के बदले धन प्रस्तुत करना।
वह इस काम के लिए मुझे तीस हजार दे रहा है।অর্থ : ଭଲ ଧାରଣା ନେଇ ନିଜର କୌଣସି ବସ୍ତୁଆଦିକୁ ନିଃଶୁଳ୍କ ନିଜର ଅଧିକାରଠାରୁ ଅନ୍ୟର ଅଧିକାରରେ ପହଞ୍ଚାଇବା ବା ଅନ୍ୟକୁ ଦେବା
উদাহরণ :
ସେ ନିଜର ଜମିକୁ ମନ୍ଦିର ତିଆରିପାଇଁ ଦାନ କଲେ
সমার্থক : ଦାନ ଦେବା
অন্যান্য ভাষায় অনুবাদ :
Give to a charity or good cause.
I donated blood to the Red Cross for the victims of the earthquake.